Wednesday, 3 June 2026

ଅଖିଳ କୋଟି ବ୍ରହ୍ମାଣ୍ଡ ପ୍ରସାରିତ ତୁମ୍ଭରି ଯଶ

ଅଖିଳ କୋଟି ବ୍ରହ୍ମାଣ୍ଡ ପ୍ରସାରିତ ତୁମ୍ଭରି ଯଶ ହେ ଲକ୍ଷ୍ମୀ ହୃଦୟ ଶୁଣି ଆତ୍ମା ବଡ ସନ୍ତୋଷ ବ୍ରହ୍ମଦାରୁ ମହାବାହୁ ଛାଇରେ ଘଡ଼ିଏ ବସୁଛି ଚରଣ ବଢ଼ା ଚିପିଦେବି ରହିଅଛି ଅବଶୋଷ

No comments:

Post a Comment