A flower with 4 petals
Thursday, 4 June 2026
ଗୋପୀକା ହୃଦୟ ଚନ୍ଦନ ତୁହି ହେ ଗୋବିନ୍ଦ
ଗୋପୀକା ହୃଦୟ ଚନ୍ଦନ ତୁହି ହେ ଗୋବିନ୍ଦ ତୁହି ହେ ବାସୁଦେବ ରୁକ୍ମଣୀ ହୃଦୟ ସ୍ପନ୍ଦନ କାଳୀୟ ମସ୍ତକରେ ନର୍ତ୍ତନ ତୁହି ହେ ମୁକୁନ୍ଦ ତୁହି ହେ ଦାମୋଦର ହରି ନାମ ସଙ୍କୀର୍ତ୍ତନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment