Thursday, 4 June 2026

ଜଗନ୍ନାଥଙ୍କର କପାଳରେ ଚନ୍ଦନ ଠୋପା ମାଆ ମହାଲକ୍ଷ୍ମୀଙ୍କର ଗଭାରେ ଚମ୍ପା ମଲ୍ଲି ନବଧା ଭକ୍ତିରେ ପୂଜିତ ମହାଲକ୍ଷ୍ମୀ ବରଙ୍କୁ ହାତରେ ଅର୍ଘ୍ୟ ଥାଳି ଦର୍ଶନ ଅପେକ୍ଷା କଲି

No comments:

Post a Comment