Thursday 1 February 2024

ହେ ନଟ ନାଗର ହେ ଗିରିଧାରୀ

ରବି ସୁଧାକର ତୋର ନୟନ ଯୁଗଳ ଅପଲକରେ ଅମୃତ ସୃଷ୍ଟି ସ୍ଥିତି ଲୟ ରଥ ପଥରେ ତୋର ଭେଟ ହେଲେ ଅପଲକରେ ମୋର ପ୍ରାଣ ଭାବମୟ

No comments:

Post a Comment