Wednesday 14 February 2024

ଦେହ ଧୂଳି ଧୋଇଲି ନଦୀ ଜଳରେ

ଦେହ ଧୂଳି ଧୋଇଲି ନଦୀ ଜଳରେ ନାମ ଜପରେ ଧୋଇଲି ପାପ ଚିତ୍ତ ଭାବର ସାଗରରେ ବୁଡି ଯାଉଥିଲି ମୁରଲୀ ମୋହନ ବଢ଼ାଇଲେ ହାତ

No comments:

Post a Comment