Monday 12 February 2024

ତୁହି ହେଲେ ନବ ପଲ୍ଲବିତ ବଟ ବୃକ୍ଷଟିଏ

ତୁହି ହେଲେ ନବ ପଲ୍ଲବିତ ବଟ ବୃକ୍ଷଟିଏ ମୁଁହି ତା ସୁଶୀତଳ ଛାଇରେ ବସନ୍ତ ପବନ ତୁହି ହେଲେ ବହୁ ଦୂର ଚଲା ଥକା ପଥିକ ମୁଁହି ସେ ପାଦ ସେବାରେ ଆକୁଳ ଜୀବନ

No comments:

Post a Comment