Monday 12 February 2024

ରବି କିରଣ ସ୍ପର୍ଶରେ ମୁଗ୍ଧ କମଳ

ରବି କିରଣ ସ୍ପର୍ଶରେ ମୁଗ୍ଧ କମଳ ଭ୍ରମର ପାଦ ସ୍ପର୍ଶରେ ମୁଗ୍ଧ ରେଣୁ ଚନ୍ଦ୍ରମା କର ସ୍ପର୍ଶରେ ମୁଗ୍ଧ କୁମୁଦ କୃଷ୍ଣ ଅଧର ସ୍ପର୍ଶରେ ମୁଗ୍ଧ ବେଣୁ

No comments:

Post a Comment