Friday 9 February 2024

ଏ ସଚରାଚର ବନ୍ଧା ଯା ପଣତ କାନିରେ

ଏ ସଚରାଚର ବନ୍ଧା ଯା ପଣତ କାନିରେ ଅଶେଷ କରୁଣାରେ ଭରା ଯା ଦୁଇ ଆକ୍ଷି ଚଣ୍ଡୀଦାସକୁ ଯେ କୃଷ୍ଣପ୍ରେମ ରସ ଦେଲା ତା ଶରଣ ପଶିଲେ ଇହ ପରକାଳ ସୁଖୀ

No comments:

Post a Comment