Thursday 8 February 2024

ତୋ ଦର୍ଶନ ଅଭିଳାଷୀ ଦେହ ମନ ବୁଦ୍ଧି

ତୋର ଦର୍ଶନ ଅଭିଳାଷୀ ଦେହ ମନ ବୁଦ୍ଧି ହରି ହେ କେହି ଜଣେ ନାହିଁ ତୋ ଠିକଣା ତୋ ନାମ ଶ୍ରଵଣ କୀର୍ତ୍ତନ ସ୍ମରଣ ସମ୍ବଳ ହରି ହେ ଏଥୁଁ ଅଧିକ ନାହିଁ କାହାକୁ ଜଣା

No comments:

Post a Comment