Saturday 10 February 2024

ଉଷୁନା ଧାନ କି ଗଜା ହେବ ହେ ଗୋବିନ୍ଦ

ଉଷୁନା ଧାନ କି ଗଜା ହେବ ହେ ଗୋବିନ୍ଦ ହେ ଗୋବିନ୍ଦ ମୁଁ ପାଣି ସିଞ୍ଚି ସିଞ୍ଚି ଥକି ଗଲି ଶିରରେ ଶିଖିପୁଚ୍ଛ ମଧୁର ଅଧରରେ ବଂଶୀ ହେ ଗୋବିନ୍ଦ ତୋ ନାମ ଜପକୁ ଆଶ୍ରା କଲି

No comments:

Post a Comment