Thursday 1 February 2024

ଏଡିକି ଉଦାର ମଧୁର ମୋହନ ରୂପ

ଆହାଃ କି ଉଦାର ମଧୁର ସେ ମୋହନ ରୂପ ବଡଦାଣ୍ଡ ପହଣ୍ଡି କାଳରେ ତାକୁ ଦେଖିଦେଲି ଟାହିଆ ହଲେଇ ସେ ମୋତେ ନିଜର କଲା ପାଖରେ କିଛି ନ ଥିଲା ମନଟାକୁ ଦେଇଥିଲି

No comments:

Post a Comment