Thursday 15 February 2024

କମଳ କେଶରକୁ କାଳିଆ ଭଅଁର

କମଳ କେଶରକୁ କାଳିଆ ଭଅଁର ଗାଈ ପନାକୁ ବତ୍ସା ଭଳି ଚୁମୁଅଛି କମଳ ଲୋଚନକୁ ଚାହିଁଣ କମଳା ପଦ୍ମ ପାଦକୁ ମାଆ ଭଳି ଚିପୁଅଛି

No comments:

Post a Comment