Monday 5 February 2024

କେତେ ପିଇ ଦେଲେ କି ଭକ୍ତ ଭକ୍ତି ରସ

କେତେ ପିଇ ଦେଲେ କି ଭକ୍ତ ଭକ୍ତି ରସ ପ୍ରଭୁ ହେ ଆପଣ ମତ୍ତ ଗଜ ପରି ଝୁଲୁଛନ୍ତି କେତେ ପ୍ରେମ କଲେ କି ଭକ୍ତେ ତୁମ୍ଭର ପ୍ରଭୁ ହେ ଆପଣ ଏହି ଅଧମକୁ ଭୁଲୁଛନ୍ତି

No comments:

Post a Comment