A flower with 4 petals
Saturday, 10 February 2024
ରାମ ରାମ ରାମ ବୋଲି ତୁହି କେତେ ଜପୁଥିଲା
ରାମ ରାମ ରାମ ବୋଲି ତୁହି କେତେ ଜପୁଥିଲା ଆଶାର ପଞ୍ଜୁରୀରେ ତୋ ଅମାନିଆ ମନ ଶାରୀ ମାଆ ଗୋ ଅପେକ୍ଷା କରି କରି ଶୋଇ କି ପଡ଼ିଲୁ ଉଠୁ ମା ଆଖି ଖୋଲ ରାମ ତୋତେ ମରେ ଝୁରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment