Wednesday 7 February 2024

ଦେଖିପାରିଲିନି ତୋ ନୀରବ ଆଖି

ଦେଖିପାରିଲିନି ତୋ ନୀରବ ଆଖି ମୋ ମମତା ଗଙ୍ଗା ଟା ଯାଉଛି ଶୁଖି ଜଗାରେ ତୁ ରହିଲୁ ସାକ୍ଷୀ ମମତା ଗଙ୍ଗା ମୋ ନଯାଉ ଶୁଖି କଳ୍ପବଟ ତଳେ ବହେ ମୃଦ୍ୟୁ ମଳୟ ପବନ ମମତା ଗଙ୍ଗା ଲୋ ଲାଗି ଗଲା ତୋ ଆଖି ତୋ ସମସ୍ତ ସେବା ତ୍ୟାଗ ରହିଲା ଅଶୁଝା ମମତା ଗଙ୍ଗା ଲୋ କାନ୍ଦି ଆଖି ଯାଏ ଶୁଖି

No comments:

Post a Comment