Saturday, 7 March 2026

ହୃଦରେ ଅତି ଆନନ୍ଦ କେନ୍ଦରାବାଲାଟିଏ ମୁହିଁ

ହୃଦରେ ଅତି ଆନନ୍ଦ କେନ୍ଦରାବାଲାଟିଏ ମୁହିଁ ନବ ଦ୍ୱାର ବୁଲି ଗାଉଥାଏ ବ୍ରହ୍ମଦାରୁଙ୍କ ଶୋଭା ପହଣ୍ଡି ବିଜୟ ନୀଳାଦ୍ରି ବିଜୟ ବ୍ରହ୍ମାନନ୍ଦ ରୂପ ଏଗାର ଇନ୍ଦ୍ରିୟ ରଞ୍ଜନ ଶ୍ରୀହରି ଆତ୍ମା ଲୋଭା

No comments:

Post a Comment