Sunday, 8 March 2026

ହେ ବ୍ରହ୍ମଦାରୁ ଅଧାଗଢା ଚତୃର୍ଦ୍ଧା ବିଗ୍ରହ

ହେ ବ୍ରହ୍ମଦାରୁ ଅଧାଗଢା ଚତୃର୍ଦ୍ଧା ବିଗ୍ରହ କୃଷ୍ଣ ବାସୁଦେବ ଦେଖୁ ନାହିଁ ହାତ ପାଦ ହେ ଅଚଳ ମହାମେରୁ ନିର୍ଗୁଣ ନିରାକାର ଆତ୍ମା ରାମ ଝୁରେ ଲଭିବାକୁ ପାଦ ପଦ୍ମ

No comments:

Post a Comment