Sunday, 8 March 2026

ମନଟି ମୋହର କଳାରେ ଉଛୁଳିଲା

ମନଟି ମୋହର କଳାରେ ଉଛୁଳିଲା କାଳିଆ ସୁନା ମୋ ତୋତେ ଝୁରିରେ ହୃଦୟ ପଦ୍ମରେ ଥରୁଟେ ପାଦ ରଖ ପଖାଳି ଦିଏ ସଞ୍ଚିତ ଭକ୍ତି ବାରିରେ

No comments:

Post a Comment