Sunday, 8 March 2026

ପ୍ରାଣଠାରୁ ଆହୁରି ଆପଣାର ହୋଇ

ପ୍ରାଣଠାରୁ ଆହୁରି ଆପଣାର ହୋଇ ଏଡ଼େ ଛନ୍ଦ କପଟ କରିଲେ ହୃଦ ପଦ୍ମରେ ଶୟନ କରି ଜଗାଇଲ ହିଂସା କାମ କ୍ରୋଧ ଲୋଭ ମୋ ଆତ୍ମା ସର୍ବ ଭୁତ ଆତ୍ମା ହେ କମଳା ସେବିତ ଅଭୟ ଚରଣ ସାତ ଫଣା ନାଗ ଛାୟାରେ ଶୟନ ମୋତେ ହେଲା ଅତି ଦୁର୍ଲଭ

No comments:

Post a Comment