Saturday, 7 March 2026

ମୋ ଆତ୍ମା ଶ୍ରୀଗୋବିନ୍ଦ ହେ ଓଁ ସାଇରାମ

ମୋ ଆତ୍ମା ଶ୍ରୀଗୋବିନ୍ଦ ହେ ଓଁ ସାଇରାମ ଏକଇ ବ୍ରହ୍ମ ଦୁଇଟି ଜଗଦାନନ୍ଦ ଅବତାର ଉଦାର ପଣରେ ସିନ୍ଧୁସୁତା ହୃଦୟ ସମାନ ବଢ଼ା ଛନ୍ଦା ପାଦ ଲୋଟିବି କେଡେ ଆତୁର

No comments:

Post a Comment