A flower with 4 petals
Sunday, 8 March 2026
ଅଶେଷ ଘନ ଅଜ୍ଞାନ ଅନ୍ଧାର ହୃଦୟରେ ମୋର
ଅଶେଷ ଘନ ଅଜ୍ଞାନ ଅନ୍ଧାର ହୃଦୟରେ ମୋର ଉଦୟ ହୋଇଲା କିବା କୋଟିଏ ବାଳୁତ ଅରୁଣ ସକଳ ବ୍ରହ୍ମ କମଳ କଢି ସବୁ ପାଖୁଡା ଖୋଲିଲା ଲଭିବାକୁ ଚଲା ବାଟରେ ଗୋପାଳ କୃଷ୍ଣ ଚରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment