Sunday, 8 March 2026

ବିଦ୍ୟୁତଠାରୁ ଆହୁରି ଅଧିକ ମୋ ମନର ବେଗ

ବିଦ୍ୟୁତଠାରୁ ଆହୁରି ଅଧିକ ମୋ ମନର ବେଗ ଜଳିପୋଡି ପାଉଁଶ ହେବାକୁ ସଂସାର ନିଆଁରେ ଖୁଦ କଣିକାଠାରୁ ଆହୁରି କ୍ଷୁଦ୍ର ମୋ ସଞ୍ଜମତା ଛନ୍ଦା ଚରଣରେ ବାନ୍ଧି ରଖ ଅସହାୟ ଚିଆଁରେ

No comments:

Post a Comment