Wednesday 31 January 2024

ତୋ ମଧୁର ଅଧରେ ଶୋଭା ମୋହନ ମୁରଲୀ

ତୋ ଅଧରରେ ଶୋଭା ମୋହନ ମୁରଲୀ ମୋ ହୃଦୟରେ ଶୋଭା ମୁରଲୀ ମୋହନ ତୋ ବକ୍ଷରେ ଶୋଭା ମାଳ ମାଳ ତୁଳସୀ ମୋ ହୃଦୟରେ ଶୋଭା ଭକ୍ତ ହୃଦ ଚନ୍ଦନ

No comments:

Post a Comment