A flower with 4 petals
Sunday, 15 December 2024
ପଣ୍ଡୁ ପୁନେଇଁ ଜହ୍ନକୁ ଆକାଶରେ ଦେଖିଲେ
ପଣ୍ଡୁ ପୁନେଇଁ ଜହ୍ନକୁ ଆକାଶରେ ଦେଖିଲେ ମନେ ପଡେ ଆଜି ପରା ମୋ ବାପାଙ୍କର ଶ୍ରାଦ୍ଧ ମୋ ସ୍ମୃତି ଗଣ୍ଠିଲି ଆପଣା ଛାଏଁ ଖୋଲିଯାଏ ତାଙ୍କ ଆଶ୍ରିବାଦ ବାହୁଭିଡରେ ଭାବ ହୁଏ ରୁଦ୍ଧ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment