Monday, 23 December 2024

ଶିଳା କାଷ୍ଠ ଚିତ୍ରପଟ ବିଗ୍ରହ କଥା ନ ହେଲେ

ଶିଳା କାଷ୍ଠ ଚିତ୍ରପଟ ବିଗ୍ରହ କଥା ନ ହେଲେ ହେ ଗୋବିନ୍ଦ ତୁମରି ନାମରେ ବାନ୍ଧିଲି ବସା ନାମକୁ ଭରସି ବାନର ପାରିହେଲେ ସାଗର ହେ ଗୋବିନ୍ଦ ତୁମରି ଉପରେ ସମ୍ପୂର୍ଣ୍ଣ ଆଶା

No comments:

Post a Comment