Friday, 13 December 2024

ଯାହାକୁ କରୁ ଯେଡ଼ିକି ଅସହାୟ ହେ ଶ୍ରୀକ୍ଷେତ୍ର ମଣିମା

ଯାହାକୁ କରିଅଛ ଯେଡ଼େ ବଡ ଅସହାୟ ହେ ଗୋବିନ୍ଦ ତୁମ୍ଭେ ତାର ସେତେ ନିଜର ବହୁ ପୁରାଣ ପୋଥି ତୀର୍ଥକ୍ଷେତ୍ର ଖୋଜିଲି ତୁମ୍ଭ ସମ ଉଦାର ଦିଅଁ ନ ହେଲା ନଜର

No comments:

Post a Comment