Tuesday, 17 December 2024

ତୋର ଛନ୍ଦା ଚରଣରେ ଶରଣ ଦିଅ ହେ ଗୋବିନ୍ଦ

ତୋର ଛନ୍ଦା ଚରଣରେ ଶରଣ ଦିଅ ହେ ଗୋବିନ୍ଦ ସେହି ମୋର ସକଳ ତୀର୍ଥ ସେହି ମୋର ପରମାର୍ଥ ତୋ ଲୀଳା ନାଟକର ଏ ଅନ୍ତିମ ପର୍ବ ହେ ଗୋବିନ୍ଦ ଥରେ ଦିଅ ଦର୍ଶନ ନ ହେଲେ ଜୀବନ ହେବ ବ୍ୟର୍ଥ

No comments:

Post a Comment