Sunday, 8 December 2024

ଗୋଧୂଳି ଆକାଶ ସୁଧାକର ତୁହି ହେ ମହାବାହୁ

ଗୋଧୂଳି ଆକାଶ ସୁଧାକର ତୁହି ହେ ମହାବାହୁ ଜ୍ୟୋତ୍ସ୍ନାରେ ସ୍ନାନକରି କୁମୁଦୁନୀ ଦେହ ନିଷ୍ପାପ ଉଷା ଆକାଶରେ ତୁହି ଦିନକର ହେ ନାରାୟଣ କର ସ୍ପର୍ଶରେ କମଳିନୀ ଉଲ୍ଲସିତ ତେଜିଣ ତପ

No comments:

Post a Comment