Saturday, 21 December 2024

ନିସ୍ଵାର୍ଥ ପରିଶ୍ରମ ଫଳ ସଦା ସଦା ସ୍ୱାଦିଷ୍ଠ

ନିସ୍ଵାର୍ଥ ପରିଶ୍ରମ ଫଳ ସଦା ସଦା ସ୍ୱାଦିଷ୍ଠ ସେହି ଭୋଜନ ଦିଏ ଯଥେଷ୍ଟ ସୁଖ ନିଦ୍ରା ସୁଖ ନିଦ୍ରା ଧ୍ୟାନ ଧାରଣା ସମାଧି ସମାନ ସୁସ୍ବପ୍ନ କୃଷ୍ଣ ଦର୍ଶନ ନ ଲାଗେ ଏକ ମୁଦ୍ରା

No comments:

Post a Comment