A flower with 4 petals
Tuesday, 10 December 2024
ମୋହର ଅଳ୍ପ ଜ୍ଞାନ କ୍ଷୀଣ ବୁଦ୍ଧି ପଥ ଓଗାଳନ୍ତି
ମୋହର ଅଳ୍ପ ଜ୍ଞାନ କ୍ଷୀଣ ବୁଦ୍ଧି ପଥ ଓଗାଳନ୍ତି ବଡ ମାଆ ତୋର ପାଶରେ ନ ପାରେ ପହଞ୍ଚି ତୋର ପାଦ ଘୁଙ୍ଗୁର ଶବ୍ଦ ହେଉ ମାର୍ଗ ଦର୍ଶକ ମାଆ ଦୁର୍ଗା ତୋ ଦର୍ଶନ ବିନା ନ ପାରିବି ବଞ୍ଚି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment