Thursday, 12 December 2024

ଚନ୍ଦନ କସ୍ତୁରୀ ତୁଳସୀ ଦୀପ ଧୂପ ସଜାଡୁ ସଜାଡୁ

ଚନ୍ଦନ କସ୍ତୁରୀ ତୁଳସୀ ଦୀପ ଧୂପ ସଜାଡୁ ସଜାଡୁ ବନମାଳୀଙ୍କ ଅତି ମଧୁର ବଂଶୀ ସ୍ଵନରେ ମଜିଗଲି ଶ୍ରୀରାଧା କହନ୍ତି ଫୁଲରେ ମୁହିଁ କିବା ମାଳା ଗୁନ୍ଥିବି ମୋହନଙ୍କ ରୂପ ମାଧୁରୀକୁ ଝୁରି ଝୁରି ସରି ହେଲି

No comments:

Post a Comment