Sunday, 15 December 2024

ମୁହିଁ ଅଳ୍ପ ଜ୍ଞାନ ବୁଦ୍ଧି ହୀନ ଜ୍ୱର ଜରା ଜୀର୍ଣ୍ଣ ପଙ୍ଗୁଟିଏ

ମୁହିଁ ଅଳ୍ପ ଜ୍ଞାନ ବୁଦ୍ଧି ହୀନ ଜ୍ୱର ଜରା ଜୀର୍ଣ୍ଣ ପଙ୍ଗୁଟିଏ ତୁମ୍ଭେ ପୂର୍ଣ୍ଣବ୍ରହ୍ମ ଦାରୁବ୍ରହ୍ମ ଅଧାଗଢା ଅତି ମନୋରମ ମୁହିଁ ସେତୁବନ୍ଧ ଶିଳା ସମାନ ଭଵସାଗରରେ ଭାସୁଛି ତୁମ୍ଭ ଅହଲ୍ୟା ଉଦ୍ଧାର ପାଦସ୍ପର୍ଶରେ ପୂର୍ଣ୍ଣ ମନୋସ୍କାମ

No comments:

Post a Comment