Friday, 20 December 2024

ଭାବ ବିନୋଦିଆ ସେହି କଳା ଜହ୍ନ

ଭାବ ବିନୋଦିଆ ସେହି କଳା ଜହ୍ନ ତା ଭାବରେ ମନ କଇଁ ହେଲା ବନ୍ଧା ସବୁଦିନ ଗୁନ୍ଠୁଅଛି ତାଙ୍କ ଲାଗି ମାଳା ଅତି ସୁଗନ୍ଧ ମୋ ବାଡ଼ି ରଜନୀ ଗନ୍ଧା

No comments:

Post a Comment