Monday, 16 December 2024

ଏହି ପତିତକୁ ଭେଟିବାକୁ ଅବଶ୍ୟ ଆସୁଥିବେ

ଏହି ପତିତକୁ ଭେଟିବାକୁ ଅବଶ୍ୟ ଆସୁଥିବେ ଶ୍ରୀହରି ପଣତ କାନି ବିଛେଇ ତ୍ରିନେତ୍ରରେ ରଖିଥିବୁ କୃପାଦୃଷ୍ଟି ଓଁ ନମୋ ନମସ୍ତେ ନମୋସ୍ତୁତେ ମାଆ ଗୋ ପଦ୍ମାଳୟା ଶ୍ରୀଗୋବିନ୍ଦଙ୍କ ଚଲା ପଥରେ କର ଅଶେଷ ପଦ୍ମ ବୃଷ୍ଟି

No comments:

Post a Comment