Monday, 23 December 2024

ମୋର ନିଷ୍କାମ କର୍ମ ଫଳ ସବୁ ବିକାରକୁ ପିତା

ମୋର ନିଷ୍କାମ କର୍ମ ଫଳ ସବୁ ବିକାରକୁ ପିତା ନିବୃତ୍ତି ଗଳିରେ ଚଳି ଗୋବିନ୍ଦଙ୍କୁ ବାଢି ଦେଲି ଅଧାଗଢା ହସ୍ତ ପାଦ ନାହିଁ ଅତି କ୍ଷୁଦା ଆତୁର ଭକତି ଲୁହରେ ଭିଜାଇ ଭାବରେ ଭୁଞ୍ଜାଇଲି

No comments:

Post a Comment