A flower with 4 petals
Sunday, 15 December 2024
ମୁହିଁ ମହା ଅଜ୍ଞାନ ଅନ୍ଧ ହେ ଶ୍ରୀକ୍ଷେତ୍ର ଗୋସେଇଁ
ମୁହିଁ ଅଳ୍ପ ଜ୍ଞାନ ବୁଦ୍ଧି ହୀନ ଜ୍ୱର ଜରା ଜୀର୍ଣ୍ଣ ପଙ୍ଗୁଟିଏ ତୁମ୍ଭେ ପୂର୍ଣ୍ଣବ୍ରହ୍ମ ଦାରୁବ୍ରହ୍ମ ଅଧାଗଢା ଅତି ମନୋରମ ମୁହିଁ ସେତୁବନ୍ଧ ଶିଳା ସମାନ ଭଵସାଗରରେ ଭାସୁଛି ତୁମ୍ଭ ଅହଲ୍ୟା ଉଦ୍ଧାର ପାଦସ୍ପର୍ଶରେ ପୂର୍ଣ୍ଣ ମନୋସ୍କାମ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment