Wednesday, 18 December 2024

ତୁହି ବିଷ୍ଣୁ ଶାଳଗ୍ରାମ ହେ ଗୋବିନ୍ଦ ବାସୁଦେବ

ତୁହି ବିଷ୍ଣୁ ଶାଳଗ୍ରାମ ହେ ଗୋବିନ୍ଦ ବାସୁଦେବ ତୋର ଦିବ୍ୟ ସଂକଳ୍ପ ମୁହିଁ କ୍ଷୁଦ୍ରାତି ବାଲି ଗରଡ଼ା ତୁହି ଧର୍ମ ସତ୍ୟ ଶାନ୍ତି ଦୟା କ୍ଷମାରେ ପାଳୁ ସୃଷ୍ଟି ଶରଣ ଲକ୍ଷ୍ମୀ ସେବିତ ପାଦ ଶରଣ ତାଳ ବରଡା

No comments:

Post a Comment