Saturday, 7 December 2024

ଫୁଲଟିଏ ଦିନରେ ଫୁଟେ ଫୁଲଟିଏ ରାତିରେ ଫୁଟେ

ଫୁଲଟିଏ ଦିନରେ ଫୁଟେ ଫୁଲଟିଏ ରାତିରେ ଫୁଟେ ଏଠି ସେଠି ଯେଉଁଠି ରଖ ବୃଦ୍ଧିକରେ ଆସ୍ଥାନ ଶୋଭା ଫୁଲର ପାଖୁଡା ଆଖି କିଣେ ଫୁଲ ଗନ୍ଧ ମନ ଜିଣେ ତୁଳସୀ ବେଲ ପତ୍ର ସାଥିରେ ବାଢିଦିଏ ଦିବ୍ୟ ପ୍ରଭା

No comments:

Post a Comment