Monday, 17 November 2025

ଶ୍ରୀରାଧାଙ୍କ କହନ୍ତି ଆଲୋ ଲଳିତା

ଶ୍ରୀରାଧାଙ୍କ କହନ୍ତି ଆଲୋ ଲଳିତା ଆମ ପିନ୍ଧା ବସନ କୂଳରୁ ନେଇ କିଏ ସେ କଦମ୍ବ ଡାଳରେ ବାନ୍ଧିଦେଲା ଶୁଆ ଶାରୀ ବୋଲନ୍ତି ଶୁଣ ଗୋ ତୁମ୍ଭେ ଗୋପୀମାନେ ତ୍ରେତୟାରେ ଯାହାଙ୍କ ରୂପରେ ତୁମ୍ଭ ଆତ୍ମା ଲାଖିଗଲା

No comments:

Post a Comment