Monday, 24 November 2025

କେବେ ହେବ ସେ ମୁରୁର୍ତ୍ତ ବ୍ରହ୍ମ ମୁହୂର୍ତ୍ତ

କେବେ ହେବ ସେ ମୁରୁର୍ତ୍ତ ବ୍ରହ୍ମ ମୁହୂର୍ତ୍ତ ଚର୍ମ ନୟନ ଦେଖିବ ବାମନ ବ୍ରହ୍ମଚାରୀ ବାହୁ ଭିଡରେ ବ୍ରହ୍ମଦାରୁଙ୍କ ଛନ୍ଦା ଚରଣ ତ୍ରିଭଙ୍ଗ କୃଷ୍ଣ ହୋଇଥିବେ ବଂଶୀ ଧାରୀ

No comments:

Post a Comment