Sunday, 23 November 2025

ଘୁରେଇ ଘୁରେଇ ଅଖିଳ ଭୁଗୋଳକୁ ନିରନ୍ତର ନିରେଖୁଛୁ

ଘୁରେଇ ଘୁରେଇ ଅଖିଳ ଭୁଗୋଳକୁ ନିରନ୍ତର ନିରେଖୁଛୁ ହେ ଚକାଡୋଳା ତୋ ସୁଧା ଭାସ୍କର ସୁଧାକର ନୟନରେ ଏହି ପତିତଟି ଉପରେ ଥରୁଟିଏ ଦୃଷ୍ଟି ନ ପଡିଲା କିମ୍ପାଇଁ ହେ କମଳାକାନ୍ତ କେତେ ଅପେକ୍ଷା ହୃଦୟ ବୃନ୍ଦାବନରେ

No comments:

Post a Comment