A flower with 4 petals
Monday, 24 November 2025
କୃଷ୍ଣ ତୋ କଟାକ୍ଷ ଚାହାଁଣୀ ପ୍ରାଣକୁ ହାଣିଲା
କୃଷ୍ଣ ତୋ କଟାକ୍ଷ ଚାହାଁଣୀ ପ୍ରାଣକୁ ହାଣିଲା ମୋ ଆତ୍ମାକୁ ବାହାନ ଗରୁଡ ପଛକୁ ଆଣିଲା ଛନ୍ଦା ଚରଣରେ ଦେହ ମୋହର ହରି ଚନ୍ଦନ ତୁମ୍ଭଙ୍କୁ ପାଇ ପତିତ ଜୀବନ ଅମୃତ ମଣିଲା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment