Sunday, 23 November 2025

ଅଶୋକ ବୃକ୍ଷ ପତ୍ର ଗହଳିରୁ

ଅଶୋକ ବୃକ୍ଷ ପତ୍ର ଗହଳିରୁ ଭାସି ଆସଇ ରାମ ନାମ ସୁଧା କିଏ ତୁହି ରେ ରାମ ରଙ୍କ ଏହି ଅଭାଗିନୀ ଆଖି ଆଗକୁ ଆସ କିବା ପରିଚୟ କିବା ସନ୍ଦେଶ କେଉଁ ଦେଶ ଗୃହ ତୋର ଧନ ଆତ୍ମା ଭରିଗଲା ଶୁଣି ରାମ ରାମ ରାମ ଆଉ ଥରୁଟେ ଭାସ

No comments:

Post a Comment