Monday, 24 November 2025

ହେ ବାସୁଦେବ ତୁମ୍ଭେ ମୋ ମାତା ପିତା

ହେ ବାସୁଦେବ ତୁମ୍ଭେ ମୋ ମାତା ପିତା ହେ ବ୍ରହ୍ମଦାରୁ ଢାଳ କରୁଣା ଆଖି ପତା ହେ ଶରଣ ପଞ୍ଜୁରୀ ପଦରେ ଦିଅ ସ୍ଥାନ ହେ ଅନ୍ତର୍ଯ୍ୟାମୀ ଯମ ପଠେଇଛି ବାର୍ତ୍ତା

No comments:

Post a Comment