A flower with 4 petals
Sunday, 23 November 2025
ତୁମ୍ଭେ ଯଦି ଏହି ପତିତ ହୃଦୟ ଅଧିକାର କରିବ
ତୁମ୍ଭେ ଯଦି ଏହି ପତିତ ହୃଦୟ ଅଧିକାର କରିବ ହେ ମହାବାହୁ ମୋ କ୍ଷୀଣ ବଳକି ଏଡେଇ ପାରିବ ଶ୍ୟାମଳ ମୂର୍ତ୍ତି ତ୍ରିଭଙ୍ଗ ଠାଣି ଶିରରେ ମୟୁର ପୂଛ ପୀତବାସ ଅଧରେ ବଂଶୀ ଦେଖି ଆନନ୍ଦେ ଭାସିବ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment