A flower with 4 petals
Saturday, 22 November 2025
ମୋ ଜୀବନ ସନ୍ତାପରେ ଅଭୟ ଶରଣ
ମୋ ଜୀବନ ସନ୍ତାପରେ ଅଭୟ ଶରଣ ତୁମ୍ଭ ଦର୍ଶନ ସ୍ପର୍ଶରେ ଏହି ପିଣ୍ଡ କାରଣ ଅମୃତ ସମ୍ଭାଷଣକୁ ପତିତର ଅପେକ୍ଷା ହେ ବ୍ରହ୍ମଦାରୁ ମୋ ତୃଷା ଛନ୍ଦା ଚରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment