Saturday, 22 November 2025

ମୋ ପିତାଙ୍କ ଆକୁଳ ପ୍ରାଥନା ସହି ନ ପାରିଲ

ମୋ ପିତାଙ୍କ ଆକୁଳ ପ୍ରାଥନା ସହି ନ ପାରିଲ ମୋ ସବୁ ପ୍ରାରବ୍ଧକୁ କ୍ଷଣକେ ବିମୋଚନ କଲ ଅଭୟ ପଞ୍ଜୁରୀରେ ସେବା ମନ୍ତ୍ର ଦୀକ୍ଷା ଦେଇ ମୋ ଜୀବନ ଯାତ୍ରା ପଥେ ରକ୍ଷା କବଚ ହେଲ

No comments:

Post a Comment