A flower with 4 petals
Sunday, 23 November 2025
ଗୋଟିଏରୁ ହୋଇଲ ଅଶେଷ ତୁମ୍ଭେ ହେ ମହାବାହୁ
ଗୋଟିଏରୁ ହୋଇଲ ଅଶେଷ ତୁମ୍ଭେ ହେ ମହାବାହୁ ମୁହିଁ ଅତିବ କ୍ଷୀଣ ବୁଦ୍ଧି ଏକାଠି କରି ନ ପାରି ବଣା ଗରୁଡ ପଛରୁ ଚତୁର୍ଦ୍ଧାଙ୍କୁ ଚାହିଁ ରହିଲି ହେ ଦାରୁବ୍ରହ୍ମ ବୈକୁଣ୍ଠକୁ କେଉଁଟା ପଥ ମୋତେ ଦୟା ବହି ଜଣା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment