Sunday, 23 November 2025

ଶିଶୁ ହସ୍ତକୁ ଧରି ଜନନୀ ଚାଲୁଅଛି

ଶିଶୁ ହସ୍ତକୁ ଧରି ଜନନୀ ଚାଲୁଅଛି ପୃଥିବୀକୁ ଅନନ୍ତ ଆୟୁଷ ହେଲାଣି ଗରୁଡ ପଛରେ ଜୀଵାତ୍ମା ଚାହିଁଅଛି ଚକାଡ଼ୋଳାରେ ପ୍ରାଣ ପଶି ଗଲାଣି

No comments:

Post a Comment