Tuesday, 25 November 2025

ଅହଙ୍କାରକୁ ମିଶେଇ ଛଅଟି

ଅହଙ୍କାରକୁ ମିଶେଇ ଛଅଟି ଚୋର ନବ ଦ୍ୱାରରେ ସଦା କରନ୍ତି ଚୋରି ଇନ୍ଦ୍ରିୟମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଆତ୍ମା ନୀରବେ ବଞ୍ଚଇ ଚିନ୍ତି ହରି

No comments:

Post a Comment